ଘରୋଇ ହସ୍ପିଟାଲର କଳା କାରନାମା,କରୋନା ଆକ୍ରାନ୍ତଙ୍କୁ ଶୋଷଣ : ଦିନକୁ ମାଗିଲେ ୩୦ ହଜାର

ଆଇଜିଏଚ୍‌ରୁ ରେଫର୍‌ ହୋଇଥିଲେ ଆର୍‌ଏସ୍‌ପି କର୍ମଚାରୀ,ସେଲ୍‌ ସହ ହୋଇଛି ମାଗଣା ଚିକିତ୍ସା ଚୁକ୍ତିନାମା ରାଉରକେଲା : କରୋନା ଆକ୍ରାନ୍ତଙ୍କୁ ସଂପୂର୍ଣ୍ଣ ମାଗଣାରେ ଚିକିତ୍ସା ଯୋଗାଇବାକୁ ରାଜ୍ୟ ସରକାର ପ୍ରୟାସ କରୁଛନ୍ତି। ଏ ନେଇ ବେସରକାରୀ ହସପିଟାଲଗୁଡ଼ିକୁ ମଧ୍ୟ ତାଗିଦ୍‌ କରାଯାଇଛି। ଏହାପରେ ବି ସେଲ୍‌ ପରିଚାଳିତ ରାଉରକେଲା ଇସ୍ପାତ କାରଖାନା(ଆର୍‌ଏସ୍‌ପି)ର ଜଣେ କରୋନା ଆକ୍ରାନ୍ତ କର୍ମଚାରୀ ଭୁବନେଶ୍ବର ସ୍ଥିତ ଏକ ଘରୋଇ ହସପିଟାଲରେ ଶୋଷଣର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି। … Continue reading ଘରୋଇ ହସ୍ପିଟାଲର କଳା କାରନାମା,କରୋନା ଆକ୍ରାନ୍ତଙ୍କୁ ଶୋଷଣ : ଦିନକୁ ମାଗିଲେ ୩୦ ହଜାର